ସାଉଦୀରୁ ଫେରିଲେ ୭୩୦ ହଜ୍‌ ଯାତ୍ରୀ, ୨ ମୃତ

କଟକ : ହଜ୍‌ ପାଇଁ ପବିତ୍ର ମକ୍କା ଯାଇଥିବା ରାଜ୍ୟର ୭୩୦ ଜଣ ହଜଯାତ୍ରୀ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜଯାତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ଜୁଲାଇ ୨୬ରେ ରାଜ୍ୟର ୭୩୨ ଜଣ ଶ୍ରଦ୍ଧାଳୁ ହଜ୍‌ ପାଇଁ ସାଉଦୀ ଯାଇଥିଲେ। ରାଜ୍ୟ ହଜ୍‌ କମିଟି ତଥା ଓ୍ଵାକଫ ବୋର୍ଡ ପକ୍ଷରୁ ସେମାନଙ୍କୁ କୋଲକାତାରେ ବିମାନ ଯୋଗେ ସାଉଦୀ ପଠାଯାଇଥିଲା। ସେଠାରେ ଜଗତ୍‌ସିଂହପୁରର … Continue reading ସାଉଦୀରୁ ଫେରିଲେ ୭୩୦ ହଜ୍‌ ଯାତ୍ରୀ, ୨ ମୃତ